©ଡ଼ାକ୍ତରବାବୁ™®/©डाॅक्टरबाबु™®/©DoctorBabu™®କାଶତଣ୍ଡୀତାକୁ କିଏକେତେ ନାମରେ ଡାକୁଥିଲେ! ସେତ ଥିଲା ଗାଁଦାଣ୍ଡର ଅଘୋଷିତ ଗେହ୍ଲେଇ କଣ୍ଢେଇରାଣୀ।ଦାଣ୍ଡସୁନ୍ଦରୀ ଗୋଠସୁନ୍ଦରୀ ଘରସୁନ୍ଦରୀ ବାଟସୁନ୍ଦରୀ...ଏମିତି କେତେଶବ୍ବପଛରେ…Sep 30, 2018Sep 30, 2018
©ଡ଼ାକ୍ତରବାବୁ™®/©डाॅक्टरबाबु™®/©DoctorBabu™®“ଲାଜକୁଳୀ”ଲାଜକୁଳୀତୁ ସରମିଲତା ପ୍ରିୟାରମନ ମଣିମୁକୁତା ତତେଛୁଇଁବା ପାଇଁସେଝୁରେ ତାକୁଛୁଇଁବା ପାଇଁମୁଁମରେ ତୋପୁଷ୍ପରଂଗ ଦୁଧଅଳତା ତାଦେହରଙ୍ଗ ମନସଳିତାJul 2, 2018Jul 2, 2018
©ଡ଼ାକ୍ତରବାବୁ™®/©डाॅक्टरबाबु™®/©DoctorBabu™®“କାକ୍ଟସ”କଣ୍ଟା କାକ୍ଟସର ମାଉଁସିଆ ଫୁଲ ସୌନ୍ଦର୍ଯ୍ୟ ତାହାର ଅମୁଲମୁଲ ଭଳିକିଭଳି ରଂଗୀନ୍ କଳେବର ଛୁଇଁବାକୁମନ କଣ୍ଟାକୁତା’ ଡରJul 2, 2018Jul 2, 2018
©ଡ଼ାକ୍ତରବାବୁ™®/©डाॅक्टरबाबु™®/©DoctorBabu™®“ନାଲି”ବିନିନ୍ଦିତ ତୋ କୁସୁମ ଆତ-ଡାଳିମ୍ବଂକ ସମ ନାୟିକାର ନାଲି ଓଠ ସତେକି ଋଷେ | ଲାଗିଲେ ତୋରପରଶ ରୁଧିର ହସିବହସ ମୋହରେତୋ ମନଆଜି ସତେକି ଫସେ ||Jul 2, 2018Jul 2, 2018
©ଡ଼ାକ୍ତରବାବୁ™®/©डाॅक्टरबाबु™®/©DoctorBabu™®“ମାୟା”ଗାଁର ନାମ ମାୟାପୁରୀ ଝିଅର ନାମ ମୀରା ତା ପ୍ରେମର ନାମ ମାୟାଜାଲ ଦେଇଥିଲିମୁଁ ଧରା ମରୀଚିକାସେ ଶୋଷମାରିଲା ଅଜଣା ନଈଘାଟେ ମଲାଗଛମୁଁ ମୁକସାକ୍ଷୀ ଝୁରେତା ଗଲାବାଟେJul 2, 2018Jul 2, 2018
©ଡ଼ାକ୍ତରବାବୁ™®/©डाॅक्टरबाबु™®/©DoctorBabu™®“ପ୍ରୀୟା”ମନେପଡେ ଯେବେପ୍ରିୟା ତୋର ଆଲିଙ୍ଗନ, ମୋ ସ୍ୱପ୍ନ ଆକାଶେ ଜନ୍ମେ ଅସୁମାରୀ ଜହ୍ନ।Jul 2, 2018Jul 2, 2018
©ଡ଼ାକ୍ତରବାବୁ™®/©डाॅक्टरबाबु™®/©DoctorBabu™®“ପ୍ରେମସ୍ମୃତି” “ଅସ୍ତରାଗ”ବିଗତ କାହାଣୀ ଆମେ ଥିଲେ ପ୍ରେମୀ ତୁ ହସୁ ଗଗନେ ମୁଁ ପାତାଳଗାମୀ ତୋ ପାଶେ ଝଲସେ ପ୍ରାଚୁର୍ଯ୍ୟ ପସରା ସେ ପ୍ରତିବିମ୍ବରେ ମୁଁ ଯେ ଅସଜଡା ତୋ ମୋ ଭିତରେ ଏତିକି ପାର୍ଥକ୍ୟ…Jul 2, 2018Jul 2, 2018
©ଡ଼ାକ୍ତରବାବୁ™®/©डाॅक्टरबाबु™®/©DoctorBabu™®“ମହାଶିକ୍ଷା"ମୋତେତ ଜଣାନଥିଲା ବନ୍ଧୁମିଳନ ମୋକାବୁରେ ନଥିଲା କେବେମୋ' ମନJul 2, 2018Jul 2, 2018
©ଡ଼ାକ୍ତରବାବୁ™®/©डाॅक्टरबाबु™®/©DoctorBabu™®“ପ୍ରକୃତି”ହଁ ତୁ ମଉନାବତୀ କେବେ ପୁଣି ପ୍ରଗଳ୍ଭା ଅତି ! ହଁ ତୁ ମୋ `ପ୍ରକୃତି` ନାହିଁ ତୋର ଭୟ କି ଭିତ୍ତି ! ହଁ ତୋ ପ୍ରେମ ପୀରତି ମୋ ସ୍ୱସ୍ତି ମୋ ମୈତ୍ରୀ ଶାନ୍ତି ! ହଁ ତୁ…Jul 2, 2018Jul 2, 2018