Jayanta Mohapatraରମ୍ୟରଚନା : ଭାରତ ବନ୍ଦଦେଶରେ ସମସ୍ତ ସମସ୍ୟାର ସମାଧାନ ପାଇଁ ରାଜନୈତିକ ଦଳ ମାନେ ଭାରତ ବନ୍ଦକୁ କିଭଳି ଭାବରେ ପ୍ରୟୋଗ କରିଥାନ୍ତି, ତାକୁ ଜାଣିବା ପାଇଁ ପଢ଼ନ୍ତୁ ...Nov 11, 2018Nov 11, 2018
Jayanta Mohapatraବ୍ୱଙ୍ଗ କବିତା : ମୁଁ ନୁହେଁ କବିଶବ୍ଦକୁ ଶବ୍ଦ ଯୋଡ଼ି ଲେଖିଲି ଦି ଧାଡ଼ି ଟୁଇଟ୍ କଲି ଯେବେ କିଛି ଦେଲେ ପଢ଼ିNov 6, 2018Nov 6, 2018
Jayanta Mohapatraଗଳ୍ପ : ଆଉଥରେମାର୍ଗଶିର ମାସ ଶୀତ ସକାଳର କୋହଲା ପାଗ, ସବୁଜିମା ଭରା ଘାସ ଉପରେ କାକରର ବୁନ୍ଦା ଅଳସ ଭାଙ୍ଗୁ ଥିଲାବେଳେ, ବିଶ୍ଵଜିତଙ୍କ ମଥାରେ କିନ୍ତୁ ଫୁଟି ଉଠିଥିଲା ଅସଂଖ୍ୟ…Nov 6, 2018Nov 6, 2018
Jayanta Mohapatraରମ୍ୟରଚନା : ବୁଢ଼ୀଆଣୀ ଓ ପୋକସକାଳ ଚା କପରୁ ଗୋଟେ ଢୋକ ନେଉ ନେଉ, ବିମଳେନ୍ଦୁ ବାବୁଙ୍କ ଆଖିଟା ଖବରକାଗଜରୁ ହଟି ହଠାତ ଘର କାନ୍ଥ କଣର ବୁଢ଼ୀଆଣୀ ଜାଲ ଉପରେ ଅଟକି ଗଲା । ପୋକଟା ଛଟପଟ ହେଇ ଶତ…Oct 15, 2018Oct 15, 2018
Jayanta Mohapatraରମ୍ୟରଚନା : ପରକୀୟ ରସ“ଦଶ ଝିଅଙ୍କ ଭିତରୁ ବାଛି ମୋତେ ବାହାହବା ପାଇଁ ହଁ କରିବାକୁ ଛାଡ଼ିଦେଲେ ଆଜି ଯାଏଁ ତମର ପ୍ରତ୍ୟେକ ନିଷ୍ପତ୍ତି, ପ୍ରତ୍ୟେକ ପଦକ୍ଷେପ ଭୁଲ । ଭୁଲ କରିବ ତମେ ଆଉ କଷ୍ଟ…Oct 10, 2018Oct 10, 2018
Jayanta Mohapatraରମ୍ୟରଚନା : ମସ୍ତ ରାହୁଲ“ଢୋ-ଥପ୍-ବୋଉଲୋ-ଓ ସିଟ୍”, ସୁକୁଟି ସାହୁ ଉଠୁ ଉଠୁ, ଚଟକିନା ଚାରିଆଡ଼କୁ ଟିକେ ନଜର ବୁଲେଇ ଆଣିଲା । ମୋବାଇଲର ଭୋଳରେ କେତେବେଳେ ସେ ରାସ୍ତା କଡ଼କୁ ଭଟକି ଆସିଥିଲା…Oct 7, 2018Oct 7, 2018
Jayanta Mohapatraରମ୍ୟରଚନା : ଟ୍ରେଣ୍ଡିଙ୍ଗ୍“ଭାଇ ଓ ଭଉଣୀ ମାନେ, ଆଜିକୁ ସାତ ଦିନ ହେଲାଣି ଆମେ ଏଠି ଧାରଣାରେ ବସିଛେ । କିନ୍ତୁ ଲାଗୁନି ଆମମାନଙ୍କର ବା ଆମ କଲେଜର ଏ ଦେଶରେ କୈାଣସି ମୂଲ୍ୟ ଅଛି । ଶତ ଚେଷ୍ଟା କରି…Oct 5, 2018Oct 5, 2018