Nidhi Ajaଦମନପୂର୍ବକଥା: ଓଡିଆ ଫିଲ୍ମଟିଏ ଆସୁଛି ଦମନ । ନାନାଦି କାରଣରୁ ଚର୍ଚ୍ଚା ସାଉଣ୍ଟିଥିଲା ଫିଲ୍ମଟି ରିଲିଜ୍ ର ବହୁ ପୂର୍ବରୁ । ରିଲିଜ୍ ତାରିଖ ଘୁଞ୍ଚିବା, ହଲ୍ ନମିଳିବା…Nov 21, 20221Nov 21, 20221
Nidhi Ajaଅରଣା ଷଣ୍ଢବାଉଁଶ ବୁଦା ଭିତରେ ହେଉ କି ଖୋଲା ପଡିଆରେ ହେଉ, ଛକ କଡ଼ର ଅଳିଆ ଗଦା ପାଖରେ ହେଉ କି କେବିନ ପଛ ପଟରେ ହେଉ, ବଜାରର ଗଳି ଭିତରେ ହେଉ କି ହାଟର ଚାଳି ଭିତରେ । ସମସ୍ତେ…Dec 8, 2018Dec 8, 2018
Nidhi Ajaଆମ ଘର କଥାବଲ (ବଳଦ) ଦି’ଟାକୁ ଗୁହାଳେ ବାନ୍ଧିଦେଇ କୁଣ୍ଡା ପାଣି ଦେଇକି ଆସିଲା ପରେ ହଳିଆ ପାଞ୍ଚଣଟା ପିଣ୍ଡାରେ ଥୋଉ ଥୋଉ ଡାକଟାଏ ଛାଡ଼ିଲି,Sep 21, 20181Sep 21, 20181
Nidhi Ajainnidhiajaଅଧୁରା ପ୍ରେମ କାହାଣୀଘର ପଛପଟ ଖଳାକୁ ଲାଗି ଛୋଟ ପୋଖରୀ । ମାଙ୍କଡ଼ା ପଥରରେ ତିଆରି ପାହାଚ ଉପରେ ବସି ଅନେକ ସମୟ ଧରି ପୋଖରୀର ପାଣିକୁ ଚାହିଁ ରହିଥାଏ ଶିବୁ । ମୁଣ୍ଡ ଉପରେ କୁଆଁର ପୁନେଇଁ…Mar 29, 2017Mar 29, 2017
Nidhi Ajainnidhiajaପାତର ଅନ୍ତରମୋତେ ଏକୁଟିଆ ଆସିବାର ଦେଖି ଖୁଡି ପଚାରିଲେ, “ଝିଅକୁ ଆଣିଲୁନି ଟିକେ?” “ଶୋଇ ପଡିଥିଲା ।” ଚକୋଲେଟ ପ୍ୟାକେଟଟା ଖୁଡିଙ୍କ ହାତକୁ ବଢ଼େଇ ଦେଇ କହିଲି । “ଏତେ ଶୀଘ୍ର…Mar 27, 2017Mar 27, 2017
Nidhi Ajainnidhiajaଭଲ ମଣିଷପୁରୀର ବଡ଼ଦାଣ୍ଡ । ରାସ୍ତା କଡ଼ରେ ସିମେଣ୍ଟ ଅଖାଟିଏ ପାରିଦେଇ କାକୁଡ଼ି ମେଞ୍ଚାଏ ଗଦା କରି ବିକ୍ରି କରୁଥାଏ ଜଣେ ୫୦/୫୫ ବର୍ଷର ବୁଢ଼ୀ ଲୋକ । ପାଖରେ ଥାଏ ପ୍ଲାଷ୍ଟିକ…Mar 25, 2017Mar 25, 2017
Nidhi Ajainnidhiajaଦୃଷ୍ଟିକୋଣଏଗ୍ ରୋଲ ଦୁଇଟା କାଗଜରେ ଗୁଡ଼ାଇ ବଢ଼ାଇ ଦେଲା ମୋ ହାତକୁ ଦୋକାନି ବାଲା । ଗୋଟେ ବାଁ ହାତରେ ଧରି ଆରଟି ପାଖରେ ଛିଡା ହୋଇଥିବା ସ୍ତ୍ରୀଙ୍କ ହାତକୁ ବଢ଼େଇ ଦେଲି । ରୋଲରୁ…Mar 21, 2017Mar 21, 2017