seenu mohapatraଯୋଗିନୀ ଖବରକାଗଜ ଖୋଲୁ ଖୋଲୁ ଭିତରୁ ଖସିଗଲା ଗୋଟାଏ ପ୍ରଚାରପତ୍ର, "ଭୁବନେଶ୍ୱରରୁ ଆସିଛନ୍ତି, ମାତା କୃଷ୍ଣପ୍ରିୟା।…Feb 14, 20191Feb 14, 20191
seenu mohapatraଶେଷ ଚିଠିରବିବାରର ସକାଳ, ସୂର୍ଯ୍ୟ ଦେବତା ଆଜି କାହିଁକି କେଜାଣି କୃପା କରିଛନ୍ତି ଧରିତ୍ରୀ ଉପରେ। ସକାଳୁ ଖରା କମ୍ ଅଛି, ଖରା ନାହିଁ କହିଲେ ଚଳେ। ମୁଁ ବାଲକୋନୀରେ ବସି ସକାଳର…Jul 8, 20181Jul 8, 20181
seenu mohapatraରଜ ସଜବାଜଗଗନଙ୍କ ଦେହାନ୍ତ ପରେ ମଧୁ ରଜ ପାଳନ କରିବା ବନ୍ଦ କରିଦେଇଛନ୍ତି କହିଲେ ଚଳେ। "ବିଧବା ସ୍ତ୍ରୀଟା କଣ ବା ରଜ ପାଳିବ! ନୁଆ ଲୁଗା ତ ପିନ୍ଧିପାରିବନି କିମ୍ବା ରଜ ସଜବାଜ…Jun 17, 20181Jun 17, 20181
seenu mohapatraସେଇ ଝିଅ ଟି:“ମୋ ଜୀବନକୁ ଏହିପରି କିଛି କାନ୍ଥଘଣ୍ଟା ନିୟନ୍ତ୍ରଣ କରୁଛି। ସମୟ ସହ ତାଳ ଦେଇ କାମ କରୁ କରୁ ମୁଁ ଗୋଟେ ରୋବୋର୍ଟ ପାଲିଟି ଗଲିଣି।" ଅଫିସ ର ନିଜ ପ୍ରକୋଷ୍ଠରେ ପଡିଥିବା…Jun 2, 20181Jun 2, 20181
seenu mohapatraମଦୁଆ:ହରିପୁର ଗାଁ ଦାଣ୍ଡ ମଝିରେ ଏକ ପଷାଖେଳ ପିଣ୍ଡା, ଇଂରେଜ ଅମଳାରୁ ଅଛି ସେଇଟି। ଖରା ନଇଁଲେ ଏଇ ପିଣ୍ଡାରେ ବସି ଢିଙ୍କିଶାଳରୁ ଢେଙ୍କାନାଳ ଯାଏଁ କଥା ପଡେ। ଟିକେ ଅନ୍ଧାର…May 25, 2018May 25, 2018
seenu mohapatraଗୀତୁନାନୀର ପଖାଳ ଖିଆଆଜି ଘରଟା ଖାଁ ଖାଁ ଲାଗୁଛି, ଯେମିତି ଘରଟା ଜନଶୂନ୍ୟ। ଦାଣ୍ଡଘରେ ଖିଲିକାତିଟା ଯେମିତି ବିଶ୍ରାମ ନେଉଛି, ଚାଉଳ ପାଛୁଡା କୁଲାଟା ଯେମିତି ଥକିଯାଇଛି। ରେଡିଓ ରେ ଭିକାରୀ…May 17, 2018May 17, 2018
seenu mohapatraଶ୍ରଧ୍ୟା ର ସୁମନ:ସୁମନ ଙ୍କର ଆଜି ସମାବର୍ତ୍ତନ ଉତ୍ସବ। ସ୍ୱୟଂ ଭାରତର ପ୍ରଥମ ନାଗରିକ ଙ୍କ ଦ୍ୱାରା ଆଜି ସମ୍ମାନିତ ହେବେ ସୁମନ ମିଶ୍ର। ସମାବର୍ତ୍ତନ ଉତ୍ସବ ଆରମ୍ଭ ହେବା ପୂର୍ବରୁ ସମସ୍ତ…May 10, 2018May 10, 2018
seenu mohapatraସ୍ଵାଦମାନସ ଦାଶ ଜଣେ ଅବସର ପ୍ରାପ୍ତ ଫରେଷ୍ଟର, ବୟସ ୭୨ ଏବଂ ସ୍ତ୍ରୀ ସରିତା ଙ୍କ ସହ ରହନ୍ତି। ଦୁହେଁ ଖୁବ୍ ମେଳାପି ଏବଂ ସାମାଜିକ। ଦାଶ ବାବୁଙ୍କ ଗୋଟିଏ ପୁଅ ଏବଂ ସେ…May 9, 20181May 9, 20181