Dr Rashmiranjan Sahooଦ୍ବିତୀୟ ପ୍ରେମସମୀର ଓ ସୀମା ... ଦୁଇଟି ଶାନ୍ତ ଶିଷ୍ଟ ଲାଙ୍ଗୁଡ ବିଶିଷ୍ଟ ଭୟଙ୍କର ଚରିତ୍ର। ନିଜ ନିଜର ପ୍ରେମିକା ଓ ପ୍ରେମିକ ଠାରୁ ଧୋକା ଖାଇଲା ପରେ ଦୁହେଁ ନିଛାଟିଆ ପାର୍କରେ ମନ…Oct 29, 2020Oct 29, 2020
Dr Rashmiranjan Sahooଚାହା କପ୍ଅଜଣା ସହର ର ଶୀତୁଆ ସକାଳ ର କାକର ଭିଜା ରାସ୍ତାରେ ଚାଲି ଚାଲି ଥକି ପଡିଥିବା ପାଦ ଦୁଇଟା ହଠାତ୍ ଅଟକିଗଲା ଗୋଟେ ଘର ସାମନାରେ। ଥକା ହେଇ ବସି ପଡିଲା ସାଗର ସେହି ଘର…Sep 27, 2019Sep 27, 2019
Dr Rashmiranjan Sahooଅନ୍ତର୍ଯୁଦ୍ଧ୍ୟଏ ଆମ ରମା ମାଉସୀ, ବିଚିତ୍ର ପ୍ରାଣୀ ଜଣେ। ସକାଳ ତାଙ୍କର ଆରମ୍ଭ ହୁଏ ଝଗଡା ରେ ଆଉ ଶେଷ ବି ଝଗଡା ରେ, ଗାଁ ଲୋକଙ୍କ ସହ। ପ୍ରଥମରୁ ହରି ମଉସା ତାଙ୍କୁ କଣ କିଛି…Aug 5, 2019Aug 5, 2019
Dr Rashmiranjan Sahooମିଠା ମିଠା ସ୍ବପ୍ନଆଶୁ ଆଜି ଭାରି ଖୁସି। ସ୍ବାଗତିକା ସହ ଦେଖା ହେବାର ଆଜି ଗୋଟେ ମାସ ହେଲା। ତା ସହ ଆଜି ବି ରୋଜ୍ ଡେ। ସକାଳୁ ସକାଳୁ ସେ ଫୋନ୍ ଟେ କରି ଉଇସ୍ ଟେ ଜଣେଇ ଦେଲା। ୧୨ଟା ବେଳେ…Feb 14, 2019Feb 14, 2019
Dr Rashmiranjan Sahooପ୍ରାସାଦଗଡିଶାଗଡର ଜମିଦାର ରାଜୁ ସାମନ୍ତରା ଙ୍କ ଶେଷ ସମୟ ଆସିଗଲା। ଅସରନ୍ତି ବିଶାଳ ସମ୍ପତି। ଗାଁ ଲୋକ ମାନଙ୍କ ପାଇଁ ସେ ପୁରା ଦେବତା ତୁଲ୍ୟ।Sep 9, 2018Sep 9, 2018
Dr Rashmiranjan Sahooକଟି"ଇଛା ହେଲେ ଖାଅ", ସୀମା ର ଏଇ କଥାଟି ଶୁଣି ରାକେଶ ଖାଇବା ଟେବଲ୍ ରୁ ଉଠି ଚାଲିଗଲା। ସିଧା ଯାଇ ବେଡ଼ ଉପରେ। ସୀମା ତାର କାମ ସାରି ଆସି ଆର ପଟକୁ ମୁଁହ ବୁଲେଇ କି ଶୋଇ…Jul 27, 2018Jul 27, 2018
Dr Rashmiranjan Sahooଦେଶୀ ପୁଅ ଆଉ ବିଦେଶୀ ଝିଅପିଲା ଦିନୁ କେବେ ବି ମୁଁ ଏତେ ଗେଲ ବସରରେ ବଢି ନଥିଲି। ଚାରି ଭାଇ ଭଉଣୀ। ଆମ ସମସ୍ତଙ୍କ ଝଗଡା ଅଝଡ ଭିତରେ ସମୟ କୁଆଡେ ଚାଲି ଯାଉଥିଲା। ଆଜି କାଲିର ପିଲା ମାନେ ପ୍ରଥମ…May 30, 2018May 30, 2018
Dr Rashmiranjan Sahooନଇ ପଠାମେ ମାସ ର ଉଦୁଉଦିଆ ଖରା ବେଳଟାରେ ଲିଟୁ ନଇ ପଠାରେ ବସି ଅନେଇ ରହିଛି ସେହି ବିସ୍ତିର୍ଣ୍ଣ ବାଲୁକା ଶଯ୍ୟାକୁ। ଦୀର୍ଘ ଚାରି ବର୍ଷ ପରେ ସେ ଆଜି ଆସିଛି ଗାଆଁ କୁ। ଘରେ…May 6, 2018May 6, 2018
Dr Rashmiranjan Sahooଯାଆଁଳାପିଣ୍ଟୁ ଅଫିସ କାମ ରେ ବ୍ୟସ୍ତ ଥିଲା ବେଳେ ତା ଫୋନ ଟା ରିଙ୍ଗ ହେଲା. ଉଠେଇଲା ବେଳକୁ ବୋଉ ସେପଟୁ କହୁଛି, ଶନିବାର ଦିନ ଟିକେ ଘରକୁ ଆସିବୁ, ଗୋଟେ ଜରୁରୀ କାମ ଅଛି…Apr 26, 2018Apr 26, 2018