ଜୀବନ ସଂଘର୍ଷରେ ଆଶାର ଆଲୋକ
ଲେଖକ: ଚୀନ୍ମୟ ନନ୍ଦ
ଜୀବନକୁ ଯଦି ଗୋଟିଏ ଶବ୍ଦରେ ବର୍ଣ୍ଣନା କରିବାକୁ କୁହାଯାଏ, ତେବେ ଯଥାର୍ଥରେ ତା’ର ଅନ୍ୟ ନାଁ ହେବ “ସଂଘର୍ଷ” । ନିଜ ଦୈନନ୍ଦିନ ଜୀବନର ପ୍ରତିଟି ମୂହୁର୍ତ୍ତରେ ଏଠି ସାଧାରଣ ମଣିଷଟେ ଗୋଟେ ପରେ ଗୋଟେ ସଂଘର୍ଷ କରିଚାଲିଛି । କିନ୍ତୁ ଆଜିର ଏ କାହାଣୀ କୌଣସି ସାଧାରଣ ମଣିଷର ସଂଘର୍ଷ କୁ ନେଇ ନୁହେଁ…